damnlyrics.com

Masanira Jui Pari

ପ୍ରିୟା ଲୋ.....

ପ୍ରିୟା ଲୋ.....

ପ୍ରିୟା ଲୋ.....

ପ୍ରିୟା ଲୋ.....

ମଶାଣି ର ଜୁଇ ପରି

ଜାଳିଦେଲୁ ମୋତେ ଲୋ

ଜଳିଦେଲୁ ମୋତେ...

ବିଶ୍ୱାସ ରେ ବିଷ ଦେଇ

ମାରିଦେଲୁ ମୋତେ ଲୋ

ମାରିଦେଲୁ ମୋତେ

ମୋ ଜୁଇ ପାଉଁଶ

ତଥାପି କହୁଛି

ମୋ ଜୁଇ ପାଉଁଶ

ତଥାପି କହୁଛି

ଭଲ ମୁଁ ପାଉଛି ତୋତେ ଲୋ........

ଭଲ ମୁଁ ପାଉଛି ତୋତେ

ଭଲ ମୁଁ ପାଉଛି ତୋତେ ଲୋ ପ୍ରିୟା..

ଭଲ ମୁଁ ପାଉଛି ତୋତେ

ଭାବିଥିଲି ମୋ ପାଲିଙ୍କି ଯିବ ତୋ ଘରକୁ

କୋକେଇ ରେ ସବ ମୋର

ଗଲା ମଶାଣି କୁ

ଗଲା ମଶାଣି କୁ

ଭାବିଥିଲି ତୋ ଦୁଆରେ ବାନ୍ଧିଦେବୁ ବେଦୀ

ସେ ଦୁଆରେ ମୋ ପ୍ରେମ କୁ

ଦେଲୁ ତୁ ସମାଧି

ଦେଲୁ ତୁ ସମାଧି

ସମାଧି ଭିତରୁ

ମୋ ପ୍ରେମ କହୁଛି

ସମାଧି ଭିତରୁ

ମୋ ପ୍ରେମ କହୁଛି

ଭୁଲି ମୁଁ ପାରୁନି ତୋତେ ଲୋ......

ଭୁଲି ମୁଁ ପାରୁନି ତୋତେ

ଭଲ ମୁଁ ପାଉଛି ତୋତେ ଲୋ ପ୍ରିୟା..

ଭଲ ମୁଁ ପାଉଛି ତୋତେ

ସମାଧି ଭିତରୁ ପୁଣି ଉଠି ଆସିବିଲୋ

ଯମ ପାଖରୁ ମୁଁ ପୁଣି

ଫେରି ଆସିବି ଲୋ

ଫେରି ଆସିବି

ଏ ଜନମେ ଅଧା ଯଦି ରହିଲା ମୋ ପ୍ରେମ

ସେଇ ପ୍ରେମ ପାଇବାକୁ

ନେବି ପୁନର୍ଜନ୍ମ

ନେବି ପୁନର୍ଜନ୍ମ

ଆର ଜନମରେ

ଦେଖା ହେଲେ ଆଉ

ଆର ଜନମରେ

ଦେଖା ହେଲେ ଆଉ

ଛାଡ଼ିବି ନାହିଁ ମୁ ତୋତେ ଲୋ ....

ଛାଡ଼ିବି ନାହିଁ ମୁଁ ତୋତେ

ଭୁଲି ମୁଁ ପାରୁନି ତୋତେ ଲୋ......

ଭୁଲି ମୁଁ ପାରୁନି ତୋତେ

ମଶାଣି ର ଜୁଇ ପରି

ଜାଳିଦେଲୁ ମୋତେ ଲୋ

ଜଳିଦେଲୁ ମୋତେ...

ବିଶ୍ୱାସ ରେ ବିଷ ଦେଇ

ମାରିଦେଲୁ ମୋତେ ଲୋ

ମାରିଦେଲୁ ମୋତେ

ମୋ ଜୁଇ ପାଉଁଶ

ତଥାପି କହୁଛି

ମୋ ଜୁଇ ପାଉଁଶ

ତଥାପି କହୁଛି

ଭଲ ମୁଁ ପାଉଛି ତୋତେ ଲୋ........

ଭଲ ମୁଁ ପାଉଛି ତୋତେ

ପ୍ରିୟା ଲୋ.....

ପ୍ରିୟା ଲୋ.....

ପ୍ରିୟା ଲୋ.....

ପ୍ରିୟା ଲୋ.....

ପ୍ରିୟା ଲୋ.....

ପ୍ରିୟା ଲୋ...

Lyrics Submitted by MANAS MANDAL

Enjoy the lyrics !!!