DamnLyrics - The center provides all the lyrics

Natakara Sesa Drusya - Bijaya Jena



     
Page format: Left Center Right
Direct link:
BB code:
Embed:

Natakara Sesa Drusya Lyrics


ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରି ଯାଏ ଆପଣା ଘରେ (୨)
ହେ ନାଟ ରସିକ ତୁ ମୋ ମୋ ଦର୍ଶକ (୨)
ଦୋଷ ଥିଲେ କ୍ଷମା ଦେବ ଯିବା ବେଳରେ
ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରି ଯାଏ ଆପଣା ଘରେ।।
ଶେଷ ହେବ, ଅଭିନୟ
ଆଜି କି କାଲି
ଜିବି ମଞ୍ଚ ରୁ ଚାଲି
ମଞ୍ଚ ବାଲା ପୋଷାକ ମୋ
ରଖିବେ ଖୋଲି
ଦୁଃଖ ମୋର ନାହିଁ ...
ହେ ନାଟ ଗୋସାଇଁ (୨)
ତୁମେ ଯଦି ଖୁସି ଥିବା
ମୋ ଉପରେ
ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରି ଯାଏ ଆପଣା ଘରେ
ଏ ଜିବନ ନାଟକର ନାୟକ ପାଇଁ

ଆସା ଆଉ ମୋ ନାହିଁ
ରଙ୍ଗ ମଞ୍ଚ ଦୁନିଆ ରୁ ରଖା ଦୂରେଇ
ମୋତେ ପାଖକୁ ନେଇ
ନଚିଲି ଅନେକ
ଚାହେଁ ଟିକେ ସୁଖ। (୨)
ବଟୁଆ କୁ ସୁଖ ମିଳୁ। , ପୂରେ
ନାଟକର ଶେଷ ଦୃଶ୍ୟ ସରିଲା ପରେ
କଳାକାର ଫେରି ଯାଏ ଆପଣା ଘରେ(୩)
Lyrics Submitted by Tapan Kumar Dash

Enjoy the lyrics !!!